fbpx

ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଲା ‘ପ୍ରଗତି’ ବୈଠକ

ନୂଆଦିଲ୍ଲୀ,୨୨ ।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଏବର୍ଷର ପ୍ରଥମ ‘ପ୍ରଗତି’ ବୈଠକ ବସିଲା । ସୁଶାସନ ଓ ସମୟାନୁବର୍ତ୍ତୀ କାର୍ଯ୍ୟକାରିତା ନେଇ ଆଲୋଚନା ହୋଇଛି । ଓଡିଶା ସମେତ ୯ଟି ରାଜ୍ୟର ବିଳମ୍ବିତ ପ୍ରକଳ୍ପ ନେଇ ଆଲୋଚନା ମଧ୍ୟ ହୋଇଛି । ୨୪ ହଜାର କୋଟିର ୯ଟି ପ୍ରକଳ୍ପ ବିଳମ୍ବିତ ହୋଇଛି ବୋଲି ପିଏମଓରୁ ସୂଚନା ମିଳିଛି ।

Get real time updates directly on you device, subscribe now.