fbpx

ଭେଣ୍ଟିଲେଟରରେ ପ୍ରଣବ ମୁଖାର୍ଜି

ନୂଆଦିଲ୍ଲୀ,୧୧/୮: ଭେଣ୍ଟିଲେଟରରେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ । ମୁଣ୍ଡରେ ହୋଇଥିବା ରକ୍ତ ଜମାଟ ଅପରେସନ ପରେ ଦିଲ୍ଲୀ ଆର୍ମି ହସ୍ପିଟାଲରେ ପ୍ରଣବଙ୍କୁ ଭେଣ୍ଟିଲେଟରରେ ରଖାଯାଇଛି । ସୂଚନା ଅନୁସାରେ ତାଙ୍କ ମୁଣ୍ଡରେ ହୋଇଥିବା ଏକ ରକ୍ତ ଜମାଟକୁ କାଢ଼ିବା ପାଇଁ ଅପରେସନ କରାଯାଇଛି । ଅପରେସନ ସଫଳ ହୋଇଥିବା ହସ୍ପିଟାଲ ପକ୍ଷରୁ କୁହାଯାଇଛି । କାଲି ଅସ୍ତ୍ରୋପଚାର ପାଇଁ ଯାଇଥିବାବେଳେ ନମୁନା ପରୀକ୍ଷାରୁ ଜଣାପଡିଥିଲା ସେ କରୋନା ପଜିଟିଭ୍ । ଏନେଇ ସେ ନିଜେ ସୂଚନା ଦେଇଥିଲେ ।

Get real time updates directly on you device, subscribe now.