fbpx
BSKY
BJD SHG SKY
BJD YOUTH SKY

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ମୋତିଆବିନ୍ଦୁ ଅସ୍ତ୍ରୋପଚାର ସଫଳତାର ସଂପନ୍ନ

ନୂଆଦିଲ୍ଲୀ:ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଡାହାଣ ଆଖିରେ ମୋତିଆବିନ୍ଦୁ ଅସ୍ତ୍ରୋପଚାର ଆଜି(ନଭେମ୍ବର ୨୦, ୨୦୨୨) ସଫଳତାର ସହିତ କରାଯାଇଛି। ସକାଳେ ନୂଆଦିଲ୍ଲୀର ଆର୍ମି ହସ୍ପିଟାଲରେ (ରେଫରାଲ ଆଣ୍ଡ ରିସର୍ଚ୍ଚ) ଏହି କରିଥିଲେ। ଅସ୍ତ୍ରୋପଚାର ସଫଳ ହୋଇଥିଲା ଏବଂ ତାଙ୍କୁ ଡାକ୍ତରଖାନାରୁ ଡିସଚାର୍ଜ କରାଯାଇଥିବା ସୂତ୍ରରୁ ଜଣା ପଡିଛି।

ଉଲ୍ଲେଖଯୋଗ୍ୟ, ଗତ ଅକ୍ଟୋବର 16, 2022 ରେ ଆର୍ମି ହସ୍ପିଟାଲରେ ତାଙ୍କର ବାମ ଆଖିରେ ମଧ୍ୟ ସଫଳତାର ସହ ମୋତିଆବିନ୍ଦୁ ଅପରେସନ୍ କରାଯାଇଥିଲା।

Get real time updates directly on you device, subscribe now.