fbpx
BSKY
BJD SHG SKY
BJD YOUTH SKY

ପରୀ ପରିବାରକୁ ଭେଟିବେ ପୁରନ୍ଦେଶ୍ୱରୀ

ନୟାଗଡ଼, ୧୦ା୧୨ (ଓଡିଶା ଭାସ୍କର): ବିଜେପି ରାଜ୍ୟ ପ୍ରଭାରୀ ଡି. ପୁରନ୍ଦେଶ୍ୱରୀ ଆଜି ନୟାଗଡ଼ ଗସ୍ତରେ ଯାଇଛନ୍ତି । ସେ ପ୍ରଥମେ ନୟାଗଡ଼ର ବିଜେପି କାର୍ଯ୍ୟାଳୟରେ ପହଞ୍ଚି ଦଳୀୟ କର୍ମୀଙ୍କ ସହ ସାକ୍ଷାତ କରିଥିଲେ । ଏହି ଅବସରରେ ସେ ଯଦୁପୁର ଗାଁକୁ ଯାଇ ଶିଶୁ କନ୍ୟା ପରୀ ପରିବାରକୁ ଭେଟିବେ । ସୂଚନାଯୋଗ୍ୟ ଯେ, ପରୀର ପରିବାରକୁ ନ୍ୟାୟ ଦେବା ପାଇଁ ବିଜେପି ପକ୍ଷରୁ ଜୋରଦାର ଆନ୍ଦୋଳନ ଜାରି ରହିଛି ।

Get real time updates directly on you device, subscribe now.