fbpx

କାଲିଠୁ କମିବ ବର୍ଷା, ବଢିବ କୁହୁଡି

ଭୁବନେଶ୍ୱର,୨୬ ।୨(ଓଡିଶା ଭାସ୍କର): ଆଜି ଉପକୂଳ ଓ ଉତ୍ତର ଓଡିଶାରେ ସ୍ୱଳ୍ପ ବର୍ଷା ହେବାର ସମ୍ଭାବନା ହେବାର ଅଛି । ସେହିପରି କାଲିଠାରୁ ରାଜ୍ୟରେ ବର୍ଷା କମିବା ସହ ଘନ କୁହୁଡି ହେବାର ସମ୍ଭାବନା ରହିଛି । ଭୁବନେଶ୍ୱରରେ ସର୍ବାଧିକ ୭୮.୨ ମିମି ବର୍ଷା ରେକର୍ଡ କରାଯାଇଥିବା ବେଳେ ସମ୍ବଲପୁରରେ ୨୬ ମିମି ଓ ପାରାଦୀପରେ ୨୧ ମିମି ବର୍ଷା ହୋଇଥିବା ରେକର୍ଡ କରାଯାଇଛି ।

Get real time updates directly on you device, subscribe now.