fbpx
BSKY
BJD MC SKY
BJD YOUTH SKY

ସଂକ୍ଷେପରେ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବ: ଫଟୋରେ ଦେଖନ୍ତୁ ପ୍ରଭୁ ଶ୍ରୀରାମଙ୍କ ଆଗମନ

ଓଡ଼ିଶା ଭାସ୍କର: ୫୦୦ ବର୍ଷ ପରେ ଅଯୋଧ୍ୟାରେ ସଫଳ ହୋଇଛି ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ଉତ୍ସବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭବ୍ୟ ରାମ ମନ୍ଦିରରେ ରାମଲାଲାଙ୍କ ବିଗ୍ରହ ସ୍ଥାପନା କରାଯାଇଛି । ପ୍ରଭୁ ଶ୍ରୀରାମଙ୍କ ବାଲ୍ୟକାଳର ସୌନ୍ଦର୍ଯ୍ୟରେ ପରିବୂର୍ଣ୍ଣ ଏହି ମୂର୍ତ୍ତିକୁ ଆଜି ରାମ ମନ୍ଦିରରେ ପ୍ରାଣ ପ୍ରତିଷ୍ଠା କରାଯାଇଛି । ଏଥିପାଇଁ ଅଯୋଧ୍ୟା ସମେତ ସାରା ଦେଶ ଆଜି ଉତ୍ସବ ମୁଖରିତ ହୋଇପଡ଼ିଛି । ଦେଶର ପ୍ରତି ସ୍ଥାନରେ ଶୁଭୁଛି ଜୟ ଶ୍ରୀରାମ ଧ୍ୱନୀ । ତେବେ ଆସନ୍ତୁ ଦେଖିବା ମହୋତ୍ସବର କିଛି ବଡ଼ ଘଟଣା…

In Pictures: Ram Mandir Inauguration Ceremony in Ayodhya | In Pictures: Ram Mandir Inauguration Ceremony in Ayodhya

ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ରାମଲାଲାଙ୍କ ବାଲ୍ୟବିଗ୍ରହଙ୍କୁ ସାଷ୍ଟାଙ୍ଗ ପ୍ରଣାମ କରିଥିଲେ ।

ଶ୍ରୀରାମଙ୍କ ପାଣ ପ୍ରତିଷ୍ଠା ଉତ୍ସବ ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ଧ୍ୟାନରେ ମଗ୍ନ ହୋଇ ଯାଇଥିଲେ ।

ପ୍ରଧାନମନ୍ତ୍ରୀ ମୋଦୀଙ୍କ ନିକଟରେ ବସି ପ୍ରାଣ ପ୍ରତିଷ୍ଠା ଉତ୍ସବରେ ନିଜକୁ ସାମିଲ କରିଛନ୍ତି ଆରଏସଏସ ମୁଖ୍ୟ ମୋହନ ଭାଗୱତ

Ayodhya Ram Mandir inauguration: PM Modi, UP CM Yogi and Mohan Bhagwat  perform Pran Pratishtha ceremony

୮୪ ସେକେଣ୍ଡର ଶୁଭ ‘ମହୁରତ’ ସମୟରେ ରାମଲାଲାଙ୍କ ମୁଖରୁ ବସ୍ତ୍ର ଖୋଲାଯିବା ପରେ ଦର୍ଶନ

ଅଯୋଧ୍ୟାର ରାମ ମଣ୍ଡପରେ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ସମାରୋହରେ ପୂଜକମାନଙ୍କ ଦ୍ୱାରା ଯଥାରୀତି ପୂଜା ଅନୁଷ୍ଠିତ

The Hindu on X: "Priests perform 'puja' rituals ahead of the consecration  ceremony of #RamMandir, in #Ayodhya. https://t.co/uu6p90Vq5n" / X

ନବନିର୍ମିତ ଶ୍ରୀରାମଙ୍କ ବାଲ୍ୟବିଗ୍ରହଙ୍କୁ ପୁଷ୍ପ ଅର୍ପଣ କରୁଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ, ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ରାଜ୍ୟପାଳ ଆନନାଦିବେନ୍ ପଟେଲ

ଶ୍ରୀ ରାମଲାଲାଙ୍କ ପାଦ ପଦ୍ମରେ ପଦ୍ମ ପୁଲ ଅର୍ପଣ କରୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

Get real time updates directly on you device, subscribe now.