fbpx
BSKY
BJD MC SKY
BJD YOUTH SKY

ବାଣ ବିକ୍ରି, ଫୁଟାଇବା ଉପରେ ଲାଗିଲା କଟକଣା

ଭୁବନେଶ୍ୱର,୩।୧୧(ଓଡିଶା ଭାସ୍କର): ଚଳିତବର୍ଷ ରାଜ୍ୟରେ ବାଣ ବିକ୍ରି ଓ ଫୁଟାଇବା ଉପରେ ଲାଗିଲା କଟକଣା । ନଭେମ୍ବର ୧୦ ରୁ ୩୦ ପର୍ଯ୍ୟନ୍ତ ବାଣ ବିକ୍ରି ଓ ଫୁଟାଇବା ମନା ହୋଇଛି। ବାଣ ଉପରେ କଟକଣା ଜାରି କରିଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର। ନିୟମ ଉଲ୍ଲଙ୍ଘନ କଲେ କାର୍ଯ୍ୟାନୁଷ୍ଠାନ ନିଆଯିବ। ହୋମ ଆଇସୋଲେସନ କରୋନା ରୋଗୀ ରହୁଥିବାରୁ ବିପଦ ଆଶଙ୍କା ରହିଛି। ପାରମ୍ପରିକ ପ୍ରଥାରେ ଦୀପାବଳି ପାଳନ କରିହେବ।

Get real time updates directly on you device, subscribe now.