fbpx

ଟ୍ରାକ୍ଟର ଧକ୍କାରେ ଚାଲିଗଲା ପ୍ରଧାନଶିକ୍ଷକଙ୍କ ଜୀବନ

ଜୟପୁର,୨୬/୧(ଓଡିଶା ଭାସ୍କର): ସାରା ଦେଶବାସୀ ଗଣତନ୍ତ୍ର ଦିବସ ପାଳନ କରୁଥିବା ବେଳେ ଜୟପୁରରେ ଘଟିଯାଇଛି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଟ୍ରାକ୍ଟର ଧକ୍କାରେ ଚାଲିଯାଇଛି ପ୍ରଧାନଶିକ୍ଷକଙ୍କ ଜୀବନ । ସାଧାରଣତନ୍ତ୍ର ଦିବସ ପାଇଁ ମାର୍କେଟିଂ ସାରି ଫେରିବା ବେଳେ ହୋଇଥିଲା ଏହି ଦୁର୍ଘଟଣା । ପିଲାଙ୍କ ପାଇଁ ଚକଲେଟ କିଣି କୋରପାଟରୁ ବଂଶଲି ଫେରୁଥିବା ବେଳେ ବାସ୍ତମ୍ବା ନିକଟରେ ଟ୍ରାକ୍ଟର ଧକ୍କା ଦେଇଥିଲା । ମୃତ ପ୍ରଧାନଶିକ୍ଷକ ହେଉଛନ୍ତି ବଂଶାଲି ହାଇସ୍କୁଲର ଚକ୍ରଧର ପାଲ।

 

 

Get real time updates directly on you device, subscribe now.