fbpx

ଡିସେମ୍ବରରେ ଭାରତ ଆସିବେ ଋଷ ରାଷ୍ଟ୍ରପତି

ଭାରତ ଆସିବେ ଋଷ୍ ରାଷ୍ଟ୍ରପତି ଭ୍ଲାଦିମିର୍ ପୁତିନ୍ । ଡିସେମ୍ବର ୬ରେ ପୁତିନ୍ ଭାରତ ଆସିବା ନେଇ ସୂଚନା । ଏକବିଂଶ ଭାରତ-ଋଷ୍ ଶିଖର ସମ୍ମିଳନୀରେ ଯୋଗଦେବେ ପୁତିନ୍ । ଶିଖର ସମ୍ମିଳନୀରେ ହେବ ମୋଦୀ-ପୁତିନ୍ ଆଲୋଚନା ।

ଶେଷଥର ଏହି ସମ୍ମିଳନୀ ୨୦୧୯ରେ ଅନୁଷ୍ଠିତ ହୋଇଥିଲା । ୨୦୨୦ରେ କୋଭିଡ କାରଣରୁ ହୋଇନଥିଲା ସମ୍ମିଳନୀ । ଉଭୟ ପ୍ରଧାନମନ୍ତ୍ରୀଙ୍କ ମଧ୍ୟରେ ସୈନ୍ୟ, ବାଣିଜ୍ୟ ଏବଂ ଶକ୍ତି ଭଳି ଗୁରୁତ୍ୱପୂର୍ଣ୍ଣ ଦିଗ ଉପରେ ହୋଇପାରେ ଆଲୋଚନା ।

Get real time updates directly on you device, subscribe now.