fbpx

ଶାରଦା ମାଇନ୍ସକୁ ମିଳିଲା ଅନୁମତି

ଭୁବନେଶ୍ୱର,୧୫ ।୧(ଓଡିଶା ଭାସ୍କର): ଓଡିଶାରେ ଶାରଦା ମାଇନ୍ସକୁ ଖଣି ଉତ୍ତୋଳନ ପାଇଁ ମିଳିଛି ଅନୁମତି । ୯୩୩ କୋଟି ଟଙ୍କାର ଜରିମାନା ଦେବା ପରେ ଏହି ଅନୁମତି ମିଳିଛି । ସିଜେଆଇ ଅଧ୍ୟକ୍ଷତାରେ ଗଠିତ ହୋଇଥିବା ୩ ଜଣିଆ ଖଣ୍ଡପୀଠ ଶାରଦାକୁ ଅନୁମତି ଦେଇଛନ୍ତି ।

Get real time updates directly on you device, subscribe now.