fbpx

ସୁକ୍ୟୁରିଟି କର୍ମୀଙ୍କ ବନ୍ଧୁକରୁ ଗୁଳି ବାଜି ଗ୍ରାହକ ଆହତ

ପୁରୀ,୨୯ା୧୧(ଓଡ଼ିଶା ଭାସ୍କର): ପୁରୀ କୁମୁଟିସାହି ଛକରେ ବିଓଆଇ ବ୍ରାଞ୍ଚରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ସେଠାରେ ସିକ୍ୟୁରିଟି କର୍ମୀଙ୍କ ବନ୍ଧୁକରୁ ଗୁଳି ବାଜି ଜଣେ ଗ୍ରାହକ ଆହତ ହୋଇଥିବା ସୂଚନା ମିଳିଛି । ଗୁରୁତର ଗ୍ରାହକ ଜଣକ ହେଉଛନ୍ତି ମୋନାନ ଖାନ୍ । ସେ ଏକ ଘରୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଏନେଇ କୁମ୍ଭାରପଡ଼ା ପୋଲିସ ତଦନ୍ତ ଆରମ୍ଭ କରିଛି ।

Get real time updates directly on you device, subscribe now.