fbpx

ଦଶହରାରେ ଏହି ପକ୍ଷୀ ଦେଖିଲେ ହୋଇଥାଏ ଶୁଭ

Advertisement

ଓଡିଶା ଭାସ୍କର : ୨୦୨୩ରେ ଦଶହରା ପର୍ବ ୨୪ ଅକ୍ଟୋବରରେ ପାଳନ କରାଯିବ । କୁହାଯାଏ ଦଶହରା ଦିନ ନୀଳକଣ୍ଠ ପକ୍ଷୀର ଦର୍ଶନ ମିଳିବା ବହୁତ ଦୁର୍ଲଭ ହୋଇଥାଏ । ଏହା ସହିତ ଏହା ଅନେକ ପ୍ରକାର ଶୁଭ ସଙ୍କେତ ଦେଇଥାଏ । ତେବେ ଆସନ୍ତୁ ଜାଣିବା ଦଶହରାରେ ନୀଳକଣ୍ଠ ପକ୍ଷୀ ଦେଖିବା କାହିକି ଶୁଭ ହୋଇଥାଏ । ପୌରାଣିକ କଥା ଅନୁସାରେ ଶ୍ରୀ ରାମ ଯୋତେବେଳେ ରାବଣର ବଦ୍ଧ କରିବାକୁ ଯାଉଥିଲେ ସେତେବେଳେ ପ୍ରଭୁ ରାମ ନୀଳକଣ୍ଠ ଦର୍ଶନ ହୋଇଥିଲା ।

ସେବେଠାରୁ ନୀଳକଣ୍ଠଙ୍କୁ ଦେଖା କରିବା ଶୁଭ ବୋଲି କୁହାଯାଏ । କୁହାଯାଏ ଯଦି ଦଶହରା ଦିନ ନୀଳକଣ୍ଠ ଦେଖନ୍ତି ତେବେ ଆପଣଙ୍କର ଧନ ସମ୍ପତି ବୃଦ୍ଧି ହୋଇଥାଏ । ଏହା ଛଡା ଦଶହରାରେ ନୀଳକଣ୍ଠ ଦେଖିଲା ପରେ ଆପଣଙ୍କ ଦିନଟି ହସ ଖୁସିରେ ଅତିବାହିତ ହୋଇଥାଏ । ଏହା ଛଡା ନୀଳକଣ୍ଠ ଦେଖି ଯିବା ପରେ ଆପଣ ଯେଉଁ କାମ କରିବାକୁ ଯାଉଛନ୍ତି ସେଥିରେ ସଫଳତା ମଧ୍ୟ ମିଳିଥାଏ ।

Get real time updates directly on you device, subscribe now.