fbpx

ନଭେମ୍ବର ୨ରୁ କଟକରେ ସେରୋ ସର୍ଭେ

ଭୁବନେଶ୍ୱର,୨୮ ।୧୦(ଓଡିଶା ଭାସ୍କର): ନଭେମ୍ବର ୨ରୁ କଟକରେ ଆରମ୍ଭ ହେବାକୁ ଯାଉଛି ସେରୋ ସର୍ଭେ । ପ୍ରତି ୱାର୍ଡରେ ୬୦ ଲୋକଙ୍କ ରକ୍ତ ନମୁନା ସଂଗ୍ରହ କରାଯିବ । ରକ୍ତ ନମୁନା ସଂଗ୍ରହ ହୋଇଥିବା ଲୋକଙ୍କର ନାଁ ଗୋପନ ରଖାଯିବ । ୧୮ ବର୍ଷରୁ କମ୍ ଓ ଗର୍ଭବତୀଙ୍କୁ ଏଥିରୁ ବାଦ୍ ଦିଆଯିବ । ୨ରୁ ୫ ଯାଏଁ ସର୍ଭେ ହେବା ନେଇ ସିଏମସି ସ୍ୱାସ୍ଥ୍ୟ ଅଧିକାରୀ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.