fbpx
BSKY
BJD MC SKY
BJD YOUTH SKY

୧୨ ଜିଲ୍ଲାରେ ସେରୋ ସର୍ଭେ

ଭୁବନେଶ୍ୱର: ରାଜ୍ୟସ୍ତରୀୟ ସେରୋଲୋଜିକାଲ ସର୍ଭେ ପାଇଁ ଚିଠି । ଏନେଇ ଆରଏମଆରସି ନିର୍ଦ୍ଦେଶକଙ୍କୁ ଏସିଏସଙ୍କ ଚିଠି । ରାଜ୍ୟର ୧୨ଟି ଜିଲ୍ଲାରେ କରାଯିବ ସେରୋଲୋଜିକାଲ ସର୍ଭେ । ସମ୍ବଲପୁର, ସୁନ୍ଦରଗଡ଼, ଝାରସୁଗୁଡ଼ା, କେନ୍ଦୁଝର, ଖୋର୍ଦ୍ଧା, ପୁରୀ, ବାଲେଶ୍ୱର, ମୟୂରଭଞ୍ଜ, ଯାଜପୁର, କନ୍ଧମାଳ, କଳାହାଣ୍ଡି ଓ ନବରଙ୍ଗପୁର ଜିଲ୍ଲା । ସଂପୃକ୍ତ ଜିଲ୍ଲାରେ ଶିଶୁଙ୍କ ସମେତ ସବୁ ବର୍ଗର ସେରୋ ସର୍ଭେ କରାଯିବ ।

Get real time updates directly on you device, subscribe now.