fbpx

୨ଟି ବ୍ୟାଙ୍କରେ ରହିବ ଜଗା ଟଙ୍କା

ପୁରୀ,୨୬ ।୩(ଓଡିଶା ଭାସ୍କର): ୨ଟି ବ୍ୟାଙ୍କରେ ଜମା ହେବ ଶ୍ରୀମନ୍ଦିର କର୍ପସ ଓ ଟେମ୍ପଲ ଫଣ୍ଡ । ବ୍ୟାଙ୍କ ଅଫ୍ ବରୋଦା ଓ ୟୁନିଅନ ବ୍ୟାଙ୍କ ଅଫ୍ ଇଣ୍ଡିଆରେ ଟଙ୍କା ଜମା ହେବ । ଏହି କ୍ରମରେ ବର୍ଷକୁ ୬.୨୬% ସୁଧରେ ୨୮୭ କୋଟି ଟଙ୍କା ଜମା ହେବ । ଏନେଇ ଆଜି ଉନ୍ନୟନ ପ୍ରଶାସକ ଅଜୟ ଜେନା ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.