fbpx

ପରୀ ମାମଲା ରେ ରୋଚକ ମୋଡ: ଆଉ ଜଣ କୁ ଗିରଫ କଲା ଏସଆଇଟି

Advertisement

ନୟାଗଡ,20/12: ନୟାଗଡ ର ବହୁଚର୍ଚ୍ଚିତ ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲା ରେ ଆଉ ଜଣେ ଅଭିଯୁକ୍ତ ଙ୍କୁ ଗିରଫ କରିଛି ଏସଆଇଟି । ଯଦୁପୂର ଗ୍ରାମ ର ଆଉ ଜଣଙ୍କୁ ଗିରଫ କରିଛି । ଏସଆଇଟି ଆସନ୍ତାକାଲି ଅଭିଯୁକ୍ତ ଙ୍କୁ ନୟାଗଡ ର ପୋସ୍କୋ କୋର୍ଟ କୁ ଚାଲାଣ କରିବ । ଅରୁଣ ବୋଥ୍ରା ଙ୍କ ନେତୃତ୍ୱ ରେ କ୍ରାଇମ୍ ବ୍ରାଞ୍ଚ ର ଏସଆଇଟି ଟିମ ପରୀ ହତ୍ୟାକାଣ୍ଡ ର ତଦନ୍ତ କରୁଛି।

Get real time updates directly on you device, subscribe now.