fbpx

କରୋନାରେ ସ୍ପେନର ଫୁଟବଲ୍ କୋଚଙ୍କ ମୃତ୍ୟୁ

ସ୍ପେନ୍, ୧୭ା୩: ସାରା ବିଶ୍ୱରେ କରୋନା ଭାଇରସ୍ କାୟା ବିସ୍ତାର କରିବାରେ ଲାଗି ପଡ଼ିଛି । ଏହାରି ମଧ୍ୟରେ ଆଜି କରୋନାରେ ସ୍ପେନର ଫୁଟବଲ କୋଚଙ୍କ ପରଲୋକ ହୋଇଛି । କୋଚ୍ ଫ୍ରାନସିକୋ ଗାର୍ସିଆ କରୋନା ଆକ୍ରାନ୍ତ ପରେ ମେଡ଼ିକାଲରେ ଚିକିତ୍ସିତ ହେଉଥିଲେ । କିନ୍ତୁ ତାଙ୍କୁ ବଞ୍ଚାଇବା ପାଇଁ ସବୁ ପ୍ରକାର ପ୍ରୟାସ ପରେ ମଧ୍ୟ ଚେଷ୍ଟା ବିଫଳ ହୋଇଥିଲା ଏବଂ ତାଙ୍କର ପରଲୋକ ଘଟିଥିଲା । ମୃତ୍ୟୁ ବେଳକୁ ଗାର୍ସିଆଙ୍କୁ ୨୧ବର୍ଷ ହୋଇଥିଲା ।

Get real time updates directly on you device, subscribe now.