fbpx

ସ୍ପୋର୍ଟ୍ସ ଇନୋଭେସନ ଫେଷ୍ଟିଭାଲ ଉଦଘାଟିତ

ଭୁବନେଶ୍ୱର, ୧୮ା୧(ଓଡ଼ିଶା ଭାସ୍କର): କଳିଙ୍ଗ ଷ୍ଟାଡ଼ିଅମରେ ସ୍ପୋର୍ଟ୍ସ ଇନୋଭେସନ ଫେଷ୍ଟିଭାଲ ଉଦଘାଟିତ ହୋଇଛି । ଫେଷ୍ଟିଭାଲକୁ ଉଦଘାଟନ କରିଛନ୍ତି କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା । ସେଠାରେ ହକି ପ୍ରମୋସନ ଅଧ୍ୟକ୍ଷ ଦିଲୀପ ତିର୍କୀ ଉପସ୍ଥିତ ଥିଲେ । ଏହାସହ ହକି ଇଣ୍ଡିଆ ସିଇଓ ଏଲିନା ନିର୍ମାନ ମଧ୍ୟ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ।

Get real time updates directly on you device, subscribe now.