fbpx

କରୋନା ଚିକିତ୍ସା ପାଇଁ ଷ୍ଟେରଏଡ

ନୂଆଦିଲ୍ଲୀ,୩ ।୯: ଏଣିକି କରୋନା ଚିକିତ୍ସା ପାଇଁ ବ୍ୟବହାର ହୋଇପାରିବ ଷ୍ଟେରଏଡ । କେବଳ ଗୁରୁତର ଓ ସଙ୍କାଟପନ୍ନ ରୋଗୀଙ୍କ ପାଇଁ ଏହାର ବ୍ୟବହାର ପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ବା ଡବ୍ଲୁଏଚଓ ପରାମର୍ଶ ଦେଇଛି । ଷ୍ଟେରଏଡ ବ୍ୟବହାର ନେଇ ସ୍ୱତନ୍ତ୍ର ଗାଇଡଲାଇନ ଜାରି କରିଛି ଡବ୍ଲୁଏଚଓ । ତେବେ ସାଧାରଣ କରୋନା ରୋଗୀଙ୍କ ପାଇଁ ଏହା ଘାତକ ହୋଇପାରେ ବୋଲି ଡବ୍ଲୁଏଚଓ ଚେତାବନୀ ଦେଇଛି ।

Get real time updates directly on you device, subscribe now.