fbpx
BJD
BJD SKY
BJD SKY

ଏହି ୩ ରାଶିଙ୍କ ଲାଗି ବହୁତ ଭଲ ରହିବ ୨୦୨୩ର ଶେଷ ଭାଗ, ବଢିବ ବ୍ୟାଙ୍କ ବାଲାନ୍ସ

୦୨୩ରେ ସୂର୍ଯ୍ୟଙ୍କ ଶେଷ ରାଶି ପରିବର୍ତ୍ତନ ଡିସେମ୍ବର ୧୬ରେ ହେବାକୁ ଯାଉଛି । ଏହିଦିନ ସୂର୍ଯ୍ୟ ଧନୁ ରାଶିରେ ପ୍ରବେଶ କରିବେ ଓ ଏଠାରେ ୧୫ ଜାନୁୟାରୀ ୨୦୨୪ ପର୍ଯ୍ୟନ୍ତ ରହିବେ । ଜ୍ୟୋତିଷ ଗଣନା ଅନୁସାରେ ସୂର୍ଯ୍ୟଙ୍କ ଏହି ଗୋଚର ୪ ରାଶିଙ୍କ ଲାଗି ବହୁତ ଭଲ ରହିବ ।
ମେଷ: ସୂର୍ଯ୍ୟଙ୍କ ଏହି ଗୋଚର ମେଷ ରାଶିର ଲୋକମାନଙ୍କୁ ଅତ୍ୟନ୍ତ ଶୁଭ ଫଳ ଦେବ । ଆପଣଙ୍କ ଆର୍ଥିକ ସ୍ଥିତି ସଂପୂର୍ଣ୍ଣ ଭାବରେ ସୁଧୁରିଯିବ । ବିଭିନ୍ନ କ୍ଷେତ୍ରରେ ପଡି ରହିଥିବା ଟଙ୍କା ଆପଣଙ୍କ ହାତକୁ ଆସିଯିବ । ଏହାସହିତ କର୍ମକ୍ଷେତ୍ରରେ ଆପଣଙ୍କ ଆୟ ବି ବୃଦ୍ଧି ଘଟିପାରେ । ପୈତୃକ ସମ୍ପତ୍ତିରୁ ମଧ୍ୟ ଲାଭ ମିଳିବ ।
ତୁଳା: ବର୍ଷର ଶେଷ ସମୟ ତୁଳା ରାଶିମାନଙ୍କ ଲାଗି ଅତ୍ୟନ୍ତ ଶୁଭ ରହିବ । କ୍ୟାରିୟର, ବ୍ୟବସାୟ ସବୁଥିରେ ସଫଳତା ମିଳିବ । ଦାମ୍ପତ୍ୟ ଜୀବନରେ ସୁଖ ଶାନ୍ତି ଭରିଯିବ । ସନ୍ତାନ ସନ୍ତତିଙ୍କ ଠାରୁ ଶୁଭ ସମାଚାର ପ୍ରାପ୍ତ ହେବେ । ଘରେ ସମସ୍ତଙ୍କ ସ୍ୱାସ୍ଥ୍ୟ ଭଲ ରହିବ ।
ବିଛା:ଏହି ରାଶିର ଜାତକଙ୍କ ବ୍ୟାଙ୍କ ବାଲାନ୍ସ ବଢିବ । କୌଣସି ମହିଳାଙ୍କ ଭାଗ୍ୟରୁ ଆପଣଙ୍କୁ ଉନ୍ନତି ମିଳିବ । ଲଭ୍ ଲାଇଫ୍ ମଧୁର ରହିବ । ଏହି ସମୟରେ ଆପଣଙ୍କୁ ସାଙ୍ଗ ସାଥି ଓ ବନ୍ଧୁ ବାନ୍ଧବଙ୍କ ସହଯୋଗ ମିଳିବ ।

Get real time updates directly on you device, subscribe now.