fbpx

ମାତାଲ OAPF କନେଷ୍ଟବଳ ନିଲମ୍ବିତ

ମୟୁରଭଞ୍ଜ, ୧୪ା୨(ଓଡ଼ିଶା ଭାସ୍କର): ମୟୁରଭଞ୍ଜ ହିଙ୍ଗୁଳା ଯାତ୍ରାରେ ପୋଲିସ ମାତାଲ ହେବା ଘଟଣା ଘଟିଥିଲା । ଏହି ଘଟଣାରେ ମାତାଲ ଓଏପିଏଫ କନେଷ୍ଟବଳ ଗଗନ ବିହାରୀ ନାୟକଙ୍କୁ ନିଲମ୍ବିତ କରାଯାଇଛି । ମାତାଲ ଗଗନ ବିହାରୀଙ୍କୁ ନିଲମ୍ବିତ କରିଛନ୍ତି ଏସପି ।

Get real time updates directly on you device, subscribe now.