Breaking News ଯୁକ୍ତ ୩ ଆଡମିଶନ ଅବଧି ବଢ଼ିଲା, ଜାଣନ୍ତୁ କେତେଦିନ Manas Pradhan Sep 26, 2021 ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଛାତ୍ରଛାତ୍ରୀଙ୍କ ପାଇଁ ଏକ ଖୁସି ଖବର । ଯୁକ୍ତ ୩ ଛାତ୍ରଛାତ୍ରୀଙ୍କ ପାଇଁ ଆଡମିଶନ ଅବଧି ଆଉ ୨ ଦିନ ବୃଦ୍ଧି କରାଯାଇଛି । ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ଆଡମିଶନ ଅବଧି ବୃଦ୍ଧି ହୋଇଥିବା…