Breaking News ପ୍ରକାଶ ପାଇଲା B.Ed ମେଧା ତାଲିକା, ଆସନ୍ତା ୮ରୁ ହୋଇପାରେ ନାମଲେଖା Manas Pradhan Nov 6, 2021 ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ବିଭିନ୍ନ ସରକାରୀ ବିଏଡ୍ କଲେଜରେ ବିଏଡ୍ ନାମଲେଖା ପାଇଁ ପ୍ରକାଶ ପାଇଛି ମେଧା ତାଲିକା । ଆସନ୍ତା ୮ ତାରିଖରୁ ନାମଲେଖା ଆରମ୍ଭ ହୋଇପାରେ ବୋଲି ଜଣେ ବରିଷ୍ଠ ଅଧିକାରୀଙ୍କ ସୂତ୍ରରୁ…