Breaking News ମୃଦୁ ଭୂକମ୍ପରେ ଥରିଲା ଭୁବନେଶ୍ବର! ଏହି ଅଞ୍ଚଳରେ ଅଞ୍ଚଳରେ ଅନୁଭୂତ ସୂଚନା Ankita Nov 3, 2024 ଭୁବନେଶ୍ବର: ସକାଳୁ ସକାଳୁ ଥରିଲା ରାଜ୍ୟ ରାଜଧାନୀ ଭୁବନେଶ୍ବର । ଆଜି ସକାଳୁ ଭୂକମ୍ପ ହୋଇଥିବା ସୂଚନା ରହିଛି । ସକାଳ 7ଟା 15 ମିନିଟରେ ଭୂକମ୍ପ ବୋଇଥିବା ସୂଚନା ମିଳିଛି । ଭୀମଟାଙ୍ଗି, ସିଆରପି ଏବଂ ନୟାପଲ୍ଲୀ…