ଦଶହରାରେ ସମସ୍ତ ଚୁକ୍ତିଭିତ୍ତିକ କର୍ମଚାରୀଙ୍କୁ ମିଳିପାରେ ଖୁସି ଖବର: ୧୫ ଦିନ ସମୟ ମାଗିଲେ ରାଜ୍ୟ ସରକାର
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ୭୦ ହଜାର ଚୁକ୍ତିଭିତ୍ତିକ କର୍ମଚାରୀଙ୍କୁ ମିଳିପାରେ ଗୁଡ୍ ନ୍ୟୁଜ୍ । ଗତକାଲି ଠିକା କର୍ମଚାରୀ ସଂଘ ଓ ସରକାରଙ୍କ ମଧ୍ୟରେ ଏ ବିଷୟରେ ଆଲୋଚନା ହୋଇଥିଲା । ତେବେ ରାଜ୍ୟ ସରକାର ଏନେଇ…