Browsing Tag

father

ରାକ୍ଷସୀ ସାଜିଲା ଝିଅ, ଟଙ୍କା ଲୋଭରେ ବାପା ମା’ଙ୍କୁ ହତ୍ୟା କରି ଶବ ସହ ରହିଥିଲା ୪ ବର୍ଷ

ବ୍ରିଟେନ:  ବାପା-ମା'ଙ୍କୁ ପ୍ରଥମେ ହତ୍ୟା କଲା ଝିଅ। ତାପରେ ନିଜ ଘର ଭିତରେ ବାପା ମା'ଙ୍କ ଶବକୁ ଲୁଚାଇ ରଖିଲା। ଦିନେ କି ଦୁଇ ଦିନ ନୁହେଁ ଦୀର୍ଘ ୪ ବର୍ଷ କାଳ ଝିଅଟି ତା ବାପା ମା'ଙ୍କ ଶବ ସହ ରହୁଥିଲା। ହେଲେ ବଡଭଉଣୀ…

୩ ମିନିଟ ରଚିଲା ମୃତ୍ୟୁର ତାଣ୍ଡବ, ଏପଟେ ପୁଅ ଫସିଲା ଲିଫ୍ଟରେ, ସେପଟେ ବାପାକୁ ଆସିଲା ହାର୍ଟଆଟାକ୍

ଭୋପାଲ:  ୩ ମିନିଟ ସାରିଦେଲା ସବୁ କିଛି। ମାତ୍ର ତିନି ମିନଟ୍ ପାଇଁ ଚାଲିଗଲା ବାପାର ଜୀବନ।  ଗୋଟେପଟେ ଲିଫ୍ଟରେ ଫସିଲା ୮ ବର୍ଷର ପୁଅ। ଆଉ ପୁଅ ଲିଫ୍ଟରେ ଫସିଥିବା ଦେଖି ୫୧ ବର୍ଷୀୟ ବାପାକୁ ଆସିଲା ହାର୍ଟଆଟାକ୍।…

ବଡ଼ପୁଅକୁ ବହିଷ୍କାର କଲେ ଲାଲୁ, ସାନପୁଅ ତେଜସ୍ୱୀ କହିଲେ ମତେ ଏସବୁ ପସନ୍ଦ ନୁହେଁ

ବିହାର:  ଏବେ ଚର୍ଚ୍ଚାରେ ରହିଛି ରାଷ୍ଟ୍ରୀୟ ଜନତା ଦଳ (RJD)ର ମୁଖ୍ୟ ଲାଲୁ ପ୍ରସାଦ ଯାଦଙ୍କ ବଡ଼ ପୁଅ ତେଜ ପ୍ରତାପ ଯାଦବଙ୍କ ପ୍ରସଙ୍ଗ। ଯାହାଙ୍କୁ କିଛି ସମୟ ପୂର୍ବରୁ ଦଳ ଓ ପରିବାରରୁ ବହିଷ୍କାର କରିଛନ୍ତି ନିଜେ…

ସ୍ୱାମୀଙ୍କ ସହ ଝଗଡ଼ା, ୨ ପୁଅଙ୍କୁ ଅଣ୍ଟାରେ ବାନ୍ଧି କୂଅକୁ ଡେଇଁ ପଡ଼ିଲା ମା’, ଛୁଆ ମୃତ, ମହିଳା ସୁରକ୍ଷିତ

ଉତ୍ତରପ୍ରଦେଶ:  ସ୍ୱାମୀ-ସ୍ତ୍ରୀଙ୍କ ଝଗଡ଼ାରେ ବଳି ପଡିଗଲେ ଦୁଇ ଶିଶୁ। ବାପା-ମା କଳି ଲାଗିଲେ ହେଲେ ଦୁଇ ଛୁଆଙ୍କର ଜୀବନ ଚାଲିଗଲା। ସ୍ୱାମୀ ଓ ଶାଶୁଙ୍କ ସହ ପାଟିତୁଣ୍ଡ ହେବାରୁ ଦୁଇ କଅଁଳା ପିଲାଙ୍କୁ ଅଣ୍ଟାରେ ବାନ୍ଧି…

ବାପାଙ୍କୁ ଡାଇବେଟିସ୍ ଥିଲେ ଛୁଆଙ୍କୁ ବି ହେବ ଏହି ସମସ୍ୟା, ବିଶେଷଜ୍ଞଙ୍କ ମତ !

ନୂଆଦିଲ୍ଲୀ:  ଡାଇବେଟିସ୍ ଏକ ଗମ୍ଭୀର ସ୍ୱାସ୍ଥ୍ୟ ସମସ୍ୟା। ଯାହାକି ଏବେ ଘରେ ଘରେ ଦେଖିବାକୁ ମିଳିଲାଣି। ସେ କମ୍ ବୟସର ଛୋଟ ପିଲା ହୁଅନ୍ତୁ କିମ୍ୱା ବୟସ୍କ ବ୍ୟକ୍ତି, ସମସ୍ତଙ୍କ କ୍ଷେତ୍ରରେ ଏବେ ଡାଇବେଟିସ୍ ଦେଖିବାକୁ…

ଝିଅ ବାହାଘର କରିବାକୁ ଯାଇ, ଭାବି ସମୁଦୁଣୀକୁ ବାହା ହୋଇଗଲା ଭାବି ସମୁଦି

ବିହାର:  ଅଜବ ପ୍ରେମ କାହାଣୀ। ପୁଅ ଝିଅଙ୍କ ବିବାହ ପ୍ରସ୍ତାବ ପକାଉ ପକାଉ ପ୍ରେମରେ ପଡିଗଲେ ଝିଅର ବାପା ଓ ପୁଅର ମା'। ଭାବି ସମୁଦୁଣୀ ପ୍ରେମରେ ଉବୁଟୁବୁ ହେଉଥିଲେ ଭାବି ସମୁଦୀ। ଶେଷରେ ଲୁଚି ଲୁଚି ଦୁହେଁ ମନ୍ଦିରରେ…

ନିଜ ଜନ୍ମକଲା ନାବାଳିକା ଝିଅକୁ ଦୁଷ୍କର୍ମ କରି, ଆଜୀବନ ସଜା ପାଇଲା ବାପା

ବରଗଡ଼: ୬ ବର୍ଷର ନିବାଳିକା ଝିଅକୁ ଦୁଷ୍କର୍ମ କରିଥିଲା ତା'ର ନିଜ ଜନ୍ମକଲା ବାପା। ଯାହାକୁ ସହିପାରିଲାନି ମା'। ସ୍ୱାମୀ ହୋଇଥିଲେ ମଧ୍ୟ ପାପ ସବୁବେଳେ ପାପ। ଆଉ ସ୍ୱାମୀର ଅପରାଧ ଧରାଇବାକୁ ଯାଇ ଥାନାରେ ଅଭିଯୋଗ କଲା…

ନୂଆ ମୋବାଇଲ କିଣି ନ ଦେବାରୁ, ବାପାକୁ ନିର୍ମମ ଭାବେ ହତ୍ୟା କଲେ ସ୍ତ୍ରୀ-ଝିଅ

ଉତ୍ତରପ୍ରଦେଶ: ସୋମବାର ଦିନ, ସଙ୍ଗମ ସହରର ସିଟି ଜୋନ୍‌ର ଏୟାରପୋର୍ଟ ଥାନା ଅଞ୍ଚଳର ଫୁଲୱା ଗାଁରେ ୫୨ ବର୍ଷୀୟ ଛୈଲା ବାବୁ ଯାଦବଙ୍କୁ ଧାରୁଆ ଅସ୍ତ୍ରରେ ହତ୍ୟା କରାଯିବା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି।…

ବାପାକୁ ଅପହରଣ କରି ପିଟିପିଟି ମାରିଦେଲେ ୨ ପୁଅ

ଉତ୍ତରପ୍ରଦେଶ: ରାକ୍ଷସ ପୁଅ। ଯେଉଁ ବାପା ଜନ୍ମ କରି ଛୋଟ ବେଳି ପୋଷି ବଡ଼ କଲା। ବଡ଼ ହେବା ପରେ ସେହି ପୁଅ ବାପାକୁ ପ୍ରଥମେ ଅପହରଣ କଲେ। ଆଉ ସାଙ୍ଗ ସହ ମିଶି ବାପାକୁ ପିଟିପିଟି ମାରିଦେଲେ। ଆଉ ହତ୍ୟାର କାରଣ ଜାଣିଲେ…

Breaking: ଭୟଙ୍କର ଅଗ୍ନିକାଣ୍ଡ, ବାପା-ମାଆଙ୍କ ସହ ଜିଅନ୍ତା ଜଳିଗଲେ ୩ ଛୁଆ

ଉତ୍ତରପ୍ରଦେଶ: ଭୟଙ୍କର ଅଗ୍ନିକାଣ୍ଡ। ୫ ମହଲା କୋଠାରେ ଲାଗିଲା ନିଆଁ। ଗୋଟିଏ ପରିବାରର ୫ ଜଣ ଜିଅନ୍ତା ଜଳି ମୃତ। ପାଖାପାଖି ୮ ଘଣ୍ଟାର ସର୍ଚ୍ଚ ଅପରେସନ ପରେ ଉଦ୍ଧାର ହେଲା ସମସ୍ତ ମୃତଦେହ। ହଁ ଏପରି ଏକ ଅଭାବନୀୟ…