ବୀମା ଟଙ୍କା ପାଇଁ ବାପାକୁ ଛୁରୀ ଭୁସି ମାରିଦେଲା ପୁଅ, ନିଜ ଛାତିରେ ମଧ୍ୟ ଛୁରୀ ଭୁସିଲା
ଉତ୍ତରପ୍ରଦେଶ: ପୁଅର ନାରକୀୟ କାଣ୍ଡ। ବୀମା ଟଙ୍କା ପାଇବା ପାଇଁ ବାପାକୁ ହତ୍ୟା ନେଇ ରଚିଥିଲା ସାଂଘାତିକ ପ୍ଲାନ। ବୁଢ଼ା ବାପାକୁ ଗାଡ଼ିରେ ବସାଇ ବୁଲାଇବାକୁ ନେଲା। ଆଉ ନିଛାଟିଆ ରାସ୍ତା ଉପରେ ପଛପଟୁ ଛୁରୀ ଭୁସି…