ସରକାରୀ କମ୍ପାନୀ ପରେ ଏବେ ବିକ୍ରି ହୋଇଯିବ ସରକାରୀ ଜମି, କ୍ୟାବିନେଟ ମଞ୍ଜୁରୀ ପରେ ଆରମ୍ଭ ହେବ ମନିଟାଇଜେସନ୍ ପ୍ରକ୍ରିୟା
ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ଅଧୀନରେ ଥିବା କମ୍ପାନୀଗୁଡ଼ିକର ମନିଟାଇଜେସନ୍ ପ୍ରକ୍ରିୟା ଜାରି ରହିଥିବା ବେଳେ ଏଥିରେ ଏବେ ସାମିଲ ହେବ କମ୍ପାନୀ ଜମି । କ୍ୟାବିନେଟରେ ଏହାକୁ ମଞ୍ଜୁରୀ ମିଳିବା ପରେ ଏନେଇ ଏକ କମ୍ପାନୀ…