fbpx
Browsing Tag

@India @SJaishankar

‘ସବୁଠୁ ଗରିବ ଦେଶରୁ ହେଲୁ ବିଶ୍ଵର ପଞ୍ଚମ ସବୁଠୁ ବଡ ଅର୍ଥବ୍ୟବସ୍ଥା, ୨୦୪୭ ସୁଦ୍ଧା ବିକଶିତ ଦେଶ ହେବାର ଲକ୍ଷ୍ୟ’:ଏସ ଜୟଶଙ୍କର

ନୂଆଦିଲ୍ଲୀ: ୧୮ମ ଶତାବ୍ଦୀରେ ଭାରତର ଅର୍ଥବ୍ୟବସ୍ଥା ବିଶ୍ଵର ମୋଟ୍ ଅର୍ଥବ୍ୟବସ୍ଥାର ପ୍ରାୟ ଏକ ଚତୁର୍ଥାଂଶ ଅଂଶ ଥିଲା। ପରେ ବିଂଶ ଶତାବ୍ଦୀ ସୁଦ୍ଧା ଗୁଲାମି କାରଣରୁ ଭାରତ ଦୁନିଆର ସବୁଠୁ ଗରିବ ଦେଶରେ ପରିଣତ…