ଦେଶର ସବୁଠୁ ଶସ୍ତା ବୀମା, 45 ପଇସାରେ ମିଳୁଛି 10 ଲକ୍ଷର ଇନ୍ସୋରାନ୍ସ କଭର
ନୂଆଦିଲ୍ଲୀ: ଯଦି ଆପଣଙ୍କର ଉପରେ ଦାୟିତ୍ବ ରହିଛି କିମ୍ବା ପରିବାରର ଦାୟିତ୍ବ ରହିଛି ତେବେ ଜୀବନ ବୀମା ରହିବା ଜରୁରୀ ଅଟେ । କିନ୍ତୁ କେଉଁ ଜୀବନ ବୀମା ନିଆଯିବା ଉଚିତ କିମ୍ବା କେଉଁଟି ଗ୍ରହଣ କରାଯିବା ଉଚିତ ନୁହେଁ ସେ…