Jr NTRଙ୍କୁ ଲୋକେ କାହିଁକି କୁହନ୍ତି ଜୁନିୟର? ଜାଣନ୍ତୁ ଏହା ପଛରେ ଥିବା କାରଣ
ନୂଆଦିଲ୍ଲୀ: ସାଉଥ ଅଭିନେତା ଜୁନିୟର ଏନଟିଆର ଆଜି ନିଜ ଜନ୍ମଦିନ ପାଳନ କରୁଛନ୍ତି। ଅଭିନେତା ସାରା ଦୁନିଆରେ ନିଜର ଅଭିନୟ ପାଇଁ ଲୋକପ୍ରିୟତା ହାସଲ କରିଛନ୍ତି।
ଆରଆରଆରର ସଫଳତା ପରେ ଜୁନିୟର ଏନଟିଆରଙ୍କର ଫ୍ୟାନ୍…