ଜ୍ୟୋତିଙ୍କ ବାପା କହିଲେ ମୋତେ ଧୋକା ଦିଆଯାଇଛି, କେସ୍ ଲଢ଼ିବାକୁ ବି ମୋ’ ପାଖରେ ଟଙ୍କା ନାହିଁ
ଚଣ୍ଡୀଗଡ଼,୨୩ା୫: ଗୁପ୍ତଚର ଅଭିଯୋଗରେ ଅଭିଯୁକ୍ତ ଜ୍ୟୋତି ମାଲହୋତ୍ରାଙ୍କ ବାପା ହରିଶ ମାଲହୋତ୍ରା କହିଛନ୍ତି, ମୋ’ ସହ ଧୋକା ହୋଇଛି । ତାଙ୍କ ପାଖରେ ଓକିଲ ନିଯୁକ୍ତି କରିବା ପାଇଁ ଟଙ୍କା ନାହିଁ। ମୁଁ ମୋ ଝିଅକୁ…