Breaking News ବିଧାୟକ ସୌଭିକ ବିଶ୍ୱାଳଙ୍କ ବାସଭବନରୁ ଲୁଟ୍ Manas Pradhan Oct 11, 2021 ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଚୌଦ୍ୱାର-କଟକ ବିଧାୟକ ସୌଭିକ ବିଶ୍ୱାଳଙ୍କ ଘରୁ ଲୁଟ୍ ହୋଇଛି । ବିଧାୟକଙ୍କ ମହାନଦୀ ବିହାର ସ୍ଥିତ ବାସଭବନରେ ପଶି ଦୁର୍ବୃତ୍ତମାନେ ଲାପଟପ୍, ମୋବାଇଲ ସହ କିଛି ଟଙ୍କା ଲୁଟି ନେଇଛନ୍ତି ।…