ଚୈତ୍ର ନବରାତ୍ରୀର ଚତୁର୍ଥ ଦିନରେ କରନ୍ତୁ ମାଆ କୁଶମନ୍ଦାଙ୍କ ପୂଜା, ଜୀବନର ସମସ୍ତ ସମସ୍ୟାରୁ ମିଳିବ ମୁକ୍ତି
ଓଡ଼ିଶା ଭାସ୍କର: ଆଜି ଚୈତ୍ର ଶୁକ୍ଳ ପକ୍ଷର ଚତୁର୍ଥୀ ତିଥି ଏବଂ ବୁଧବାର । ଚତୁର୍ଥୀ ତିଥି ଆଜି ରାତି ୨ଟା ୩୩ ମିନିଟ ପର୍ଯ୍ୟନ୍ତ ରହିବ । ଆଜି ଚୈତ୍ର ନବରାତ୍ରୀର ଚତୁର୍ଥ ଦିନ ।
ଆଜି ଦେବୀ ଦୁର୍ଗାଙ୍କ ୪ର୍ଥ ସ୍ୱରୂପ…