କରୋନା ନ କମୁଣୁ ପୁଣି ଆବିର୍ଭାବ ହେଲା ନୂଆ ଭାରିଆଣ୍ଟ, ୬ଟି ରାଜ୍ୟରେ ମେଲାଇଛି କାୟା
ନୂଆଦିଲ୍ଲୀ: ନିକଟରେ ଭୋଭିଡର ଏକ ନୂଆ ଭାରିଆଣ୍ଟ ଏୱାଇ.୪.୨ ଲଣ୍ଡନରେ ଚିହ୍ନଟ ହୋଇଥିଲା । ତେବେ ଉକ୍ତ ଡେଲଟା ଭାରିଆଣ୍ଟ ବର୍ତ୍ତମାନ ଭାରତର ଚିନ୍ତା ବଢ଼ାଇ ଦେଇଛି । ଦେଶରେ କରୋନା ହ୍ରାସ ପାଉଥିବା ସମୟରେ ୬ଟି ରାଜ୍ୟରେ…