ସବୁବେଳେ ଶାଢ଼ୀ ପିନ୍ଧୁଥିଲେ ହୋଇପାରେ ଶାଢ଼ୀ କର୍କଟ ରୋଗ: ଜାଣନ୍ତୁ, ଏହାକୁ କିପରି ରୋକାଯାଇପାରିବ
ନୂଆଦିଲ୍ଲୀ: ଶାଢ଼ୀ, ଭାରତୀୟ ମହିଳାଙ୍କ ପରିଚୟ। ଏହି ପାଞ୍ଚରୁ ଛଅ ମିଟର ଲମ୍ବର ସୁନ୍ଦର ପୋଷାକଟିକୁ ସାରା ବିଶ୍ୱରେ ଖୁବ ପସନ୍ଦ କରାଯାଏ। କିନ୍ତୁ ଏହି ଶାଢ଼ୀ ଆପଣଙ୍କ ଠାରେ କର୍କଟ ରୋଗ ସୃଷ୍ଟି କରିପାରେ। ଆଉ ଏହି ଶାଢ଼ୀ…