ରାଜା ଟଏଲେଟ ଯାଇଥିବା ସମୟରେ ପଛରୁ ଇସାରା କଲା ସୋନମ, ଜଣାପଡିଲା ସମ୍ପୂର୍ଣ୍ଣ ସତ
ମଧ୍ୟପ୍ରଦେଶ: ଦିନ ଯେତେ ଗଡି ଗଡି ଯାଉଛି ମଧ୍ୟପ୍ରଦେଶର ରାଜା ରଘୁବଂଶୀ ହତ୍ୟା ମାମଲାରେ ପ୍ରତିଦିନ ନୂଆ ନୂଆ ଖୁଲାସା ହେଉଛି। ପୋଲିସ ପଚରାଉଚରା ସମୟରେ, ହତ୍ୟା ଅଭିଯୁକ୍ତ ରାଜାଙ୍କ ପତ୍ନୀ ସୋନମ ଏବଂ ତାଙ୍କ ବନ୍ଧୁମାନେ…