ଦୁର୍ନୀତିର ପାହାଡ଼ ଉପରେ ବସିଛନ୍ତି ତହସିଲଦାର, ଆଗକୁ ଖୋଲିପାରେ ଆହୁରି ଅନେକ ଗୁମର
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଜଣେ ବ୍ୟକ୍ତିଙ୍କର ପାଞ୍ଚ ପାଞ୍ଚଟା ପ୍ୟାନ କାର୍ଡ । ଏକଥା ଶୁଣିବା ପରେ ଯେ କେହି ହତବାକ୍ ହୋଇଯିବ । ଏତିକିରେ ସରିନାହିଁ ଲିଷ୍ଟ, ୩ ଜଣ ବାପା ମଧ୍ୟ ଉକ୍ତ ବ୍ୟକ୍ତିଙ୍କର ଅଛନ୍ତି । ଭିନ୍ନ…