Breaking News ଦଶହରା ପାଇଁ ନନ୍ଦନକାନନରେ ଚାଲିବ ଟୟ ଟ୍ରେନ୍, ଜାଣନ୍ତୁ କେବେ ଠାରୁ Manas Pradhan Oct 4, 2021 ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଦଶହରାରେ ସମସ୍ତ ପର୍ଯ୍ୟଟକଙ୍କ ପାଇଁ ନନ୍ଦନକାନନରେ ଟୟ ଟ୍ରେନ ଚାଲିବ । ଏହାଛଡ଼ା ଦୀର୍ଘ ୧୦ ବର୍ଷ ହେଲା ବନ୍ଦ ହୋଇ ପଡ଼ିଥିବା ରୋପୱେର ଶୁଭ ମଧ୍ୟ ଦିଆଯିବ । ଏନେଇ ସମସ୍ତ ପ୍ରସ୍ତୁତି…