fbpx

୨୪ଘଣ୍ଟାରେ ୫୯ହଜାର ୪୯୨ ନମୁନା ପରୀକ୍ଷା

ଭୁବନେଶ୍ୱର, ୩/୯(ଓଡିଶା ଭାସ୍କର): ରାଜ୍ୟରେ ଦିନକୁ ଦିନ କ ରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି। ତେଣୁ ଟେଷ୍ଟିଂ ଉପରେ ଗୁରୁତ୍ୱ ଦିଆଯାଇଛି । ଏହାରି ମଧ୍ୟରେ ୨୪ଘଣ୍ଟାରେ ୫୯ହଜାର ୪୯୨ ନମୁନା ପରୀକ୍ଷା କରାଯାଇଛି।ଆଣ୍ଟିଜେନ୍ – ୫୨,୧୯୫, ଆରଟିପିସିଆର – ୭,୧୭୧, ଟ୍ରୁନେଟ୍ – ୧୨୫ ପରିିିକ୍ଷା କରାଯାଇଛି । କେନ୍ଦୁଝର ଜିଲ୍ଲାରେ ସର୍ବାଧିକ ୧୨,୯୨୮, ଗଞ୍ଜାମରେ ୧୧,୩୫୯, କେନ୍ଦ୍ରାପଡାରେ ୬,୪୬୨ ନମୁନା ପରୀକ୍ଷା କରାଯାଇଥିବା ସୁଚନା ମିିଳିଛି।

Get real time updates directly on you device, subscribe now.