fbpx

ତିିନିଟି ଭାଷାର ମିଶ୍ରଣରେ ସହର ନାମିତ, ଭାରତରେ ରହିଛି ଏମିତି ଏକ ସହର, ଜାଣନ୍ତୁ

ଓଡିଶା ଭାସ୍କର: ଭାରତରେ ଅନେକ ସହର ରହିଛି, ଯାହାର ନାମକରଣ ପଛରେ ରହିଛି ରୋଚକ ଇତିହାସ । ଭାରତରେ ଥିବା ଏମିତି ଏକ ସହର ସର୍ବଦା ଚର୍ଚ୍ଚାରେ ଥାଏ । ଯାହା ଉଦ୍ୟୋଗିକ ସିଟି ଭାବରେ ମଧ୍ୟ ପରିଚିତ । ଗୁଜରାଟର ରାଜଧାନୀ ଅହମଦାବାଦ ହେଉଛି ସେହି ସହର ଯାହା ୩ ଟି ଭାଷାର ମିଶ୍ରଣରେ ନାମିତ ହୋଇଛି ।

ଏହାର ନାମ ସଂସ୍କୃତ, ହିନ୍ଦୀ ତଥା ଇଂରାଜୀ ଭାଷାର ମିଶ୍ରଣରେ ତିଆରି । କହିରଖୁ ଅହମଦାବାଦ ସହର ନାମକରଣ ଏମିତି – ଅମଦାବାଦର ‘ଅହମ୍‌’ ଶବ୍ଦ ସଂସ୍କୃତରୁ ଆସିଛି । ସେହିଭଳି ଏଥିରେ ଥିବା ‘ଦ’ ହେଉଛି ଇଂରାଜୀ ଶବ୍ଦ । ସେପଟେ ‘ବାଦ’ ହେଉଛି ହିନ୍ଦୀ ଶବ୍ଦ । ଏହି ତିନି ଶବ୍ଦକୁ ମିଶାଇଲେ ହୋଇଥାଏ ଅହମଦାବାଦ । ଏହିଭଳି ଭାବରେ ଅହମଦାବାଦ ସହରର ନାମକରଣ କରାଯାଇଛି ।

Get real time updates directly on you device, subscribe now.