fbpx

ଟ୍ରାଫିକ୍ ନିୟମ ନମାନି ୮୧ ହଜାର ତଣ୍ଡ ଗଣିଲେ ଚାଳକ

ଭୁବନେଶ୍ୱର,୧ ।୩(ଓଡିଶା ଭାସ୍କର): ଆଜିଠାରୁ ରାଜ୍ୟରେ ଟ୍ରାଫିକ୍ ନିୟମ କଡାକଡି ଭାବେ ପାଳନ କରାଯାଉଛି । ଟ୍ରାଫିକ୍ ନିୟମ ସହ ଅନେକ ନିୟମ ଆଜିଠାରୁ ବଦଳିଯାଇଛି । ଅନ୍ୟପଟେ ରାଜଧାନୀ ଭୁବନେଶ୍ୱରରେ ଜଣେ ଚାଳକ ଟ୍ରାଫିକ୍ ନିୟମ ଉଲ୍ଲଂଘନ କରି ଫାଇନ୍ ଭରିଛନ୍ତି । ଇନଫୋସିଟି ଅଞ୍ଚଳରୁ ୮୧ ହଜାର ଟଙ୍କା ଏହି ଫାଇନ୍ ଆଦାୟ ହୋଇଛି । ଏମଭିଆଇ ଦ୍ୱାରା ଏହି ଫାଇନ୍ ଟଙ୍କା ଆଦାୟ ହୋଇଛି । ଲାଇସେନ୍ସ ଓ ମୋବାଇଲ୍ ପାଇଁ ୧୦ ହଜାର ଟଙ୍କାର ତଣ୍ଡ ଗଣିଛନ୍ତି ଚାଳକ ।

Get real time updates directly on you device, subscribe now.