fbpx

ଆମେରିକାରେ ବିମାନ ଦୁର୍ଘଟଣା ଗ୍ରସ୍ତ, ରିପବ୍ଲିକାନ ପାର୍ଟି ସାଂସଦ ଡଗ ଲାର୍ସନଙ୍କ ପରିବାର ଲୋକଙ୍କ ମୃତ୍ୟୁ

ନୂଆଦିଲ୍ଲୀ : ଆମେରିକାର ନର୍ଥ ଡେକୋଟା ରାଜ୍ୟରେ ରିପବ୍ଲିକାନ ପାର୍ଟିର ସାଂସଦ ଡଗ ଲାର୍ସନ, ତାଙ୍କ ପତ୍ନୀ ଏବଂ ତାଙ୍କର ଦୁଇଟି ସନ୍ତାନଙ୍କ ଏକ ବିମାନ ଦୁର୍ଘଟଣାରେ ମୃତ୍ୟୁ ହୋଇଛି । ରିପବ୍ଲିକାନ ପାର୍ଟିିର ସାଂସଦ ଏହି ସୂଚନା ଦେଇଛନ୍ତି । ସିନେଟରେ ରିପବ୍ଳିକାନ ପାର୍ଟିର ନେତା ଡେବିଡ ହଁଗ ସୋମବାର ତାଙ୍କ ସାଥିମାନଙ୍କୁ ଇମେଲରେ ଏହି ସୂଚନା ଦେଇଥିଲି । ତେବେ ବିମାନଟି ମେଆବ ଠାରୁ ପାଖାପାଖି ୨୪ କିଲୋମିଟର ଦୂର କେନିୟନୟନଲେଡସ ବିମାନ ବନ୍ଦରରୁ ଉଡିବାବାର କିଛି ସମୟ ପରେ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା । ଯେଉଁଥିରେ ଡଗ ଲାର୍ସନ ତାଙ୍କ ପତ୍ନୀ ଏବଂ ତାଙ୍କର ଦୁଇଟି ସନ୍ତାନଙ୍କ ମୃତ୍ୟୁ ହୋଇଥିଲା ।

ଲାର୍ସନ ରିପବ୍ଲିକାନ ପାର୍ଟିର ନର୍ଥ ଡକୋଟା ନେସନାଲ ଗାର୍ଡରେ ଲେଫଣ୍ଟାନ କର୍ନଲ ଥିଲେ । ଏବେ ସେ ସାଂସଦ ଅଛନ୍ତି । ଏବଂ ତାଙ୍କ ପତ୍ନୀ ଜଣେ ବିଜନେସ ଓମ୍ୟାନ । ନେସନାଲ ଟ୍ରାସପୋଷ୍ଟେସନ ସିଫ୍ଟ ବୋର୍ଡ ସୋସିଆଲ ମିଡିଆ ୱବସାଇଟରେ ଏକ୍ସରେ ଏକ ପୋଷ୍ଟରେ କହିଥିଲେ ସିଙ୍ଗଲ-ଇଞ୍ଜିନ ପାଇପର ବିମାନ କାହିଁକି ଦୁର୍ଘଟଣା ଗ୍ରସ୍ତ ହେଲା ତାହାଉପରେ ଯାଞ୍ଚ କରାଯାଉଛି ।

Get real time updates directly on you device, subscribe now.