fbpx

ଯୁବକଙ୍କୁ ଗୁଳିମାଡ , ଘଟଣାସ୍ଥଳରେ ଟଳି ପଡିଲେ

ବଡବିଲ୍ : ଯୁବକଙ୍କୁ ଗୁଳି କରି ହତ୍ୟା କରାଯାଇଛି । ବଡବିଲ ଥାନା ଅଞ୍ଚଳରେ ଯୁବକଙ୍କୁ ଗୁଳି କରି ହତ୍ୟା କରାଯାଇଛି । ୱାଡ ନଂ ୬ ମନି ଟାୱାର ନିକଟରେ ଗୁଳି ମାଡ ହୋଇଛି । ଯୁବକଙ୍କ ଛାତିରେ ଗୁଳି ବାଜିଛି । ଘଟଣାସ୍ଥଳରେ ଗଳି ପଡିଲେ ଯୁବକ । ଘର ଠାରୁ ମାତ୍ର ୧୦୦ ମିଟର ଦୂରରେ ଗୁଳି କରି ହତ୍ୟା କରାଯାଇଛି । ଗୁଳି ମାଡର କାରଣ ଅସ୍ପଷ୍ଟ । ଘଟଣାସ୍ଥଳରୁ ଗୋଟିଏ ଖୋକା ଜବତ କରି ତଦନ୍ତ କରୁଛି ପୋଲିସ । ପୂର୍ବ ଶତ୍ରୁତାକୁ ନେଇ ଗୁଳିମାଡ ହୋଇଥିବା ସନ୍ଦେହ କରାଯାଉଛି ।

Get real time updates directly on you device, subscribe now.