fbpx

ଥାଇରଏଡ୍‌ ସମସ୍ୟା ପାଇଁ ଚିନ୍ତିତ କି ? ତେବେ ଆପଣାନ୍ତୁ ଏହି ଉପାୟ

ରୋଗ ମଧ୍ୟରେ ଥାଇରଏଡ ସମସ୍ୟା ପୁରୁଷଙ୍କ ତୁଳନାରେ ମହିଳାଙ୍କ ଠାରେ ଅଧିକ ଦେଖିବାକୁ ମିଳିଥାଏ। ଯଦି ଆପଣ ବି ଏଥିପାଇଁ ଚିନ୍ତିତ ଅଛନ୍ତି, ତେବେ ଆପଣାନ୍ତୁ ଏହି ଘରୋଇ ଉପାୟ…

୧- ଥାଇରଏଡ ସମସ୍ୟା ଥିଲେ ଗହମ ଏବଂ ଯଅ ଖାଇବା ଲାଭଦାୟକ ହୋଇଥାଏ। ଏହା ଥାଇରଏଡ ବଢିବାକୁ ରୋକିଥାଏ। ଫଳରେ ସାଇନସ, ଉଚ୍ଚ ରକ୍ତଚାପ ଏବଂ ରକ୍ତ ଅଭାବ ଭଳି ସମସ୍ୟାର ଦୂର ହୋଇଥାଏ।

୨- ଅଦାରେ ପୋଟାସିୟମ ଏବଂ ମ୍ୟାଗ୍ନେସିୟମ ମାତ୍ରା ଭରପୂର ରହିଥାଏ। ଏହା ଥାଇରଏଡ ସମସ୍ୟା ମଧ୍ୟ ଦୂର କରିଥାଏ। ଅଦାରେ ଆଣ୍ଟି ଇନଫ୍ଲୋମେଣ୍ଟାରୀ ଗୁଣ ରହିଥାଏ, ଯାହା ଥାଇରଏଡ ବଢିବାକୁ ରୋକିବାରେ ସହାୟକ ହୋଇଥାଏ।

୩- ଥାଇରଏଡ ସମସ୍ୟା ଦୂର କରିବା ପାଇଁ କ୍ଷର ଏବଂ ଦହି ଖାଇବା ଉଚିତ। କ୍ଷୀର ଏବଂ ଦହିରେ ପ୍ରଚୁର ମାତ୍ରାରେ କ୍ୟାଲସିୟମ, ମିନେରାଲସ ଏବଂ ଭିଟାମିନ ରହିଥାଏ, ଯାହା ଥାଇରଏଡ ସମସ୍ୟା ଦୂର କରିଥାଏ।

୪- ମୁଲେଠୀ ଖାଇବା ସ୍ୱାସ୍ଥ୍ୟ ପାଇଁ ହିତକର। ମୁଲେଠୀ ସେବନ କଲେ ଥାଇରଏଡ ବୃଦ୍ଧିକୁ ରୋକାଯାଇପାରିବ।

Get real time updates directly on you device, subscribe now.