fbpx

ଭାରତରେ ଟିକଟକ୍‌ ବ୍ୟାନ, ଜାଣନ୍ତୁ ନିଷିଦ୍ଧ ହୋଇଥିବା ୫୯ଟି ଆପ ତଥ୍ୟ

ନୂଆଦିଲ୍ଲୀ,୨୯/୬: ଟିକଟକ୍‌ ସମେତ ୫୯ଟି ଚାଇନା ମୋବାଇଲ୍‌ ଆପକୁ ଭାରତରେ ନିଷିଦ୍ଧ । ତଥ୍ୟ ଚୋରି ଅଭିଯୋଗରେ ନିଷିଦ୍ଧ ଘୋଷଣା କରିଛନ୍ତି କେନ୍ଦ୍ର ସରକାର। ଦେଶର ଏକତା ଓ ସାର୍ବଭୌମତ୍ବ ପ୍ରତି ବିପଦ ଥିବାରୁ ଏଭଳି ନିଷ୍ପତ୍ତି ନିଆଯାଇଛି । ସୁରକ୍ଷା ଓ ପ୍ରତିରକ୍ଷା କ୍ଷେତ୍ରରେ ମଧ୍ୟ ବିପଦ ଆଶଙ୍କା ଥିବାରୁ ନିଷ୍ପତ୍ତି ନିଆଯାଇଥିବା କୁହାଯାଇଛି। ତେବେ ଆସନ୍ତୁ ଜାଣିବା କଣ କଣ ହୋଇଛି ବ୍ୟାନ..

ଏହା ମଧ୍ୟରେ ରହିଛି, UC ବ୍ରାଉଜର, DU କ୍ଲିନର, ରେକର୍ଡର ଓ ବ୍ରାଉଜର, ସେୟାର ଇଟ୍‌, ହେଲୋ, ଲାଇକି, କ୍ଲବ୍‌ ଫ୍ୟାକ୍ଟରି, ୱି ଚାଟ୍‌ ନିଷିଦ୍ଧ, କ୍ୟାମ୍‌ ସ୍କାନର, କ୍ଲିନ୍‌ ମାଷ୍ଟର, ଜେଣ୍ଡର, ବାଇଦୁ, ଭି ମେଟ୍‌ ।

Get real time updates directly on you device, subscribe now.