ଆଜି ବି ଅଧାରେ ଅଟକିଲା ବ୍ରହ୍ମ ତାଳଧ୍ୱଜ ରଥ

କେନ୍ଦ୍ରାପଡ଼ା: ଆଜି ବି ଅଧାରେ ଅଟକିଲା ବ୍ରହ୍ମ ତାଳଧ୍ୱଜ ରଥ। ତୁଳସୀ କ୍ଷେତ୍ର ପ୍ରଭୁ ବଳଦେବଜୀଉଙ୍କ ରଥଯାତ୍ରାରେ ଅବ୍ୟବସ୍ଥା। ପୂର୍ବବର୍ଷ ଭଳି ଚଳିତ ବର୍ଷ ବି ଅଧାରେ ଅଟକିଲା ବ୍ରହ୍ମ ତାଳଧ୍ବଜ ରଥ।

ବାମ ମୋଡ଼ ନେଇ ଚନ୍ଦନ ପୋଖରୀ ନିକଟରେ ଅଟକିଲା ବ୍ରହ୍ମ ତାଳଧ୍ୱଜ ରଥ। ଅଧାରୁ ଅଟକିବାରୁ ଭକ୍ତ ନିରାଶ ଥିବାବେଳେ ଆସନ୍ତାକାଲି ପୁଣି ହେବ ରଥଟଣା।