ଦେଶରେ ଟୋଲ ଫି ଆଦାୟ ସାମୟିକ ବନ୍ଦ

0 189

ନୂଆଦିଲ୍ଲୀ,୨୬ ।୩: ସାରା ଦେଶରେ ଟୋଲ ଫି ଆଦାୟ ସାମୟିକ ଭାବେ ବନ୍ଦ କରାଯାଇଛି । କରୋନା ମୁକାବିଲା କରିବା ପାଇଁ ଦେଶରେ ଲକ୍-ଡାଉନ୍ ଘୋଷଣା କରାଯାଇଥିବା ବେଳେ ଜରୁରୀକାଳୀନ ସେବାକୁ ସରଳ କରିବାକୁ ଟୋଲ ଫି ଆଦାୟକୁ ବନ୍ଦ କରାଯାଇଛି । ଏନେଇ କେନ୍ଦ୍ର ସଡକ ଓ ପରିବହନ ମନ୍ତ୍ରୀ ନୀତିନ ଗଡକରୀ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.