fbpx

ଦେଶରେ ଟୋଲ ଫି ଆଦାୟ ସାମୟିକ ବନ୍ଦ

ନୂଆଦିଲ୍ଲୀ,୨୬ ।୩: ସାରା ଦେଶରେ ଟୋଲ ଫି ଆଦାୟ ସାମୟିକ ଭାବେ ବନ୍ଦ କରାଯାଇଛି । କରୋନା ମୁକାବିଲା କରିବା ପାଇଁ ଦେଶରେ ଲକ୍-ଡାଉନ୍ ଘୋଷଣା କରାଯାଇଥିବା ବେଳେ ଜରୁରୀକାଳୀନ ସେବାକୁ ସରଳ କରିବାକୁ ଟୋଲ ଫି ଆଦାୟକୁ ବନ୍ଦ କରାଯାଇଛି । ଏନେଇ କେନ୍ଦ୍ର ସଡକ ଓ ପରିବହନ ମନ୍ତ୍ରୀ ନୀତିନ ଗଡକରୀ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.