fbpx

ଆସନ୍ତାକାଲିଠୁ ଅନଲାଇନରେ ଆରମ୍ଭ ହେବ +୨ ଖାତାଦେଖା

ଭୁବନେଶ୍ୱର, ୩୧/୫(ଓଡିଶା ଭାସ୍କର): କରୋନା ଭାଇରସ ସତର୍କତା ନେଇ ଦେଶ ଓ ରାଜ୍ୟ ଲକ ଡାଉନ ରହିଛି। କିନ୍ତୁ ଆସନ୍ତାକାଲି ପ୍ରଥମ ପର୍ଯ୍ୟାୟରେ ଲକ ଡାଉନ ଫିଟିବ। ଏହାସହ ବନ୍ଦ ଥିବା +୨ ଖାତା ଦେଖା ଆରମ୍ଭ ହେବ। ଆସନ୍ତା କାଲିଠୁ ଅନଲାଇନରେ ଆରମ୍ଭ ହେବ +୨ ଖାତାଦେଖା । ୩୬ ଟି ମୂଲ୍ୟାୟନ କେନ୍ଦ୍ରରେ ହେବ +୨ ଖାତାଦେଖା । ୨ ଟି ପର୍ଯ୍ୟାୟରେ ଦୁଇଟି ସିଫ୍ଟରେ ହେବ ଖାତାଦେଖା । ପରବର୍ତ୍ତୀ ପର୍ଯ୍ୟାୟରେ ଅଫଲାଇନରେ ମୂଲ୍ୟାୟନ ହେବ । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଏନେଇ ବିଜ୍ଞପ୍ତି ଜାରି ହୋଇଛି।

Get real time updates directly on you device, subscribe now.