fbpx

କାଲି ଅନୁଭୂତ ହେବ ବର୍ଷର ସବୁଠାରୁ ଛୋଟ ଦିନ, ଉତ୍ତର ଗୋଲାର୍ଦ୍ଧରେ ହେବ ଶୀତଋତୁ ଆରମ୍ଭ

AAKASH

ଭୁବନେଶ୍ୱର: ଡିସେମ୍ବର ୨୨ ହେବାକୁ ଯାଉଛି ଚଳିତ ବର୍ଷର ସବୁଠାରୁ ଛୋଟ ଦିନ । ପୂର୍ବରୁ ଡିସେମ୍ବର ୨୧ରେ ବର୍ଷର ସବୁଠାରୁ ଛୋଟଦିନ ଅନୁଭୂତ ହେଉଥିଲା । ଉତ୍ତର ଗୋଲାର୍ଦ୍ଧରେ ଶୀତଋତୁ ଆରମ୍ଭର ଏହା ହେବ ପ୍ରଥମ ଦିନ । କାଲି ଦିନ ପ୍ରାୟ ୧୦ଘଣ୍ଟା ୫୪ ମିନିଟ୍ ୨୪ ସେକେଣ୍ଡ ରହିବ । ଅନ୍ୟପକ୍ଷରେ କାଲି ଠାରୁ ଆମ ରାଜ୍ୟରେ ଶୀତ ହ୍ରାସ ପାଇବ ବୋଲି ପାଣିପାଗ ବିଜ୍ଞାନୀ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.